Odia Top Motivational Quotes
Here Described AboutOdia Quotes,You Find here odia Language Quote, Captions Etc,
These beautiful odia relationship quotes are collected from various sources like books, social networks, internet, etc. You can definitely copy those quotes and captions and share with your partner, post on social media
Odia Motivational quotes
🌼ଆଜିର ଅନୁଚିନ୍ତା🌼
ମନେରଖ...❣
ଯେମିତି କରିବ ସେମିତି ତୁମକୁ ନିଶ୍ଚିତ ମିଳିବ । ସେଥି ପାଇଁ କିଛି କରିବା ପୂର୍ବରୁ ଭଲ ଭାବରେ ଥରେ ଭାବି ନିଅ କରୁଥିବା କର୍ମ ଟି କେତେଦୂର ଠିକ୍ ।
ମନେରଖ...❣
ସମ୍ପର୍କ, ଦୋସ୍ତି ଓ ପ୍ରେମ ତାଙ୍କ ସହିତ ରଖିବ, ଯିଏ ତୁମ ହସ ପଛରେ ଥିବା କଷ୍ଟ, କ୍ରୋଧ ପଛରେ ଥିବା ପ୍ରେମ ଆଉ ତୁମ ନିରବତା ପଛରେ ଥିବା କାରଣ କୁ ବୁଝି ପାରୁଥିବ ।
ମନେରଖ...❣
ସ୍ତ୍ରୀ କୁ ପାଇ ମାଆର ଭଲ ପାଇବାକୁ ଭୁଲି ଯାଅ ନାହିଁ । ମନେରଖ ସ୍ତ୍ରୀ ତୁମ ସହଧର୍ମିଣୀ ହେଲେ ମାଆ ତୁମର ଗର୍ଭଧାରିଣୀ ।
ମନେରଖ...❣
ଆପଣ ଯେତେ ଦୂର ଯାଇ ବୁଲି ଆସନ୍ତୁ ନା କାହିଁକି କିନ୍ତୁ ନିଜ ଘର ଠାରୁ ସୁନ୍ଦର ଜାଗା କୋଉଠି ପାଇବେ ନାହିଁ ।
ମନେରଖ...❣
ତୁମେ ନିଜ ଭବିଷ୍ୟତ ବଦଳାଇବାରେ ସକ୍ଷମ ନୁହଁ କାରଣ ଏହା ପ୍ରାରବ୍ଧ ର ଅଧିନ । କିନ୍ତୁ ତୁମେ ନିଜର ସ୍ବଭାବ ବଦଳାଇବାକୁ ସକ୍ଷମ ।ସ୍ବଭାବ ବ୍ଯକ୍ତିର ଭବିଷ୍ୟତ ବଦଳାଇବାରେ ସହାୟକ ହୋଇଥାଏ ।
ମନେରଖ...❣
ଏ ଦୁନିଆରେ କେହି ନୁହେଁ କାହାର, ଆଜି ଯିଏ ନିଜର କାଲି ସିଏ ପର, ଆଜିର ବନ୍ଧୁତା କାଲିର ଶତ୍ରୁତା, ଆଜି ଯିଏ ମନେପକାଉଛି କାଲି ସିଏ ଭୁଲି ଯାଉଛି ।
ମନେରଖ...❣
ତୁମେ କୌଣସି କାର୍ଯ୍ୟ କରିବାକୁ ନିଶ୍ଚୟ କଲେ ତାହା ତୁମେ କରିପାରିବ । କିନ୍ତୁ ଯଦି ପ୍ରଥମରୁ ଭାବିବ ଯେ ମୁଁ ଏହି କାମ କରିପାରିବି ନାହିଁ ତେବେ ତୁମେ ଅସଫଳ ହୋଇଯିବ । ଏଣୁ କୁହାଯାଇଛି- ମନ କେ ଜିତେ ଜିତ୍ ହୈ, ମନକେ ହାରେ ହାର । ଏଣୁ ଆତ୍ମ ବିଶ୍ଵାସ ସହିତ କାର୍ଯ୍ୟାରମ୍ଭ କର ।
🌼ଆଜିର ଅନୁଚିନ୍ତା🌼
ମନେରଖ...❣
ଜୀବନ ବାଟରେ ଅନେକ ବାଟୋଇ ସହ ଭେଟ ହୁଏ । କିଏ ଅଗାଢ ପ୍ରେମ,ସ୍ନେହ ଦିଏ ଆଉ କିଏ ଅମାପ ଆଘାତ, ଧୋକା ଦିଏ । ବାସ୍ତବରେ ଉଭୟଙ୍କୁ କେବେ ଭୁଲି ହୁଏନା । ପାଦ ଅଛି ମାନେ କଣ୍ଟା ତ ଫୁଟିବ, କିନ୍ତୁ ଚାଲିବା ବନ୍ଦ ହେବନି ।